ବାରିପଦା: ମୟୂରଭଞ୍ଜ ଜିଲ୍ଲା ଡୁକୁରା ବନ ବିଭାଗ ଅଧିନ ନାଉପାଳ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନବିଭାଗ।

ତେବେ ଶିଶୁ ହରିଣ ଟି ଏଣେ ତେଣେ ବୁଲୁଥିବାର ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ ହେଲ୍ପ ଲାଇନର କ୍ରିଷ୍ଣା ଗୋଛୟତ ଘଟଣା ସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ହରିଣ ଛୁଆ ଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆହେବାର ସୂଚନା ମିଳିଛି।

The post ପେଟ୍ରୋଲ ପମ୍ପ ନିକଟରୁ ହରିଣ ଛୁଆ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3xgk3OL