ଜୟପୁର: ଜୟପୁର ବ୍ଲକର ବାଲିଆ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଓପ୍ରଶମନ ମୁକାବିଲା ପାଇଁ ମକଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଗ୍ନିଶମ ବିଭାଗ ପକ୍ଷରୁ କିଭଳି ବନ୍ୟା, ବାତ୍ୟ, ମରୁଡ଼ି, ଦୈବି ଦୂର୍ବିପାକ ଆସିଲେ କିଭଳି ମୁକାବିଲା କରି ହେବ ତାହାର ମକଡ୍ରିଲ୍ କରି ବୁଝାଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକଙ୍କ କର୍ମଚାରୀ ମାନେ ଏହାକୁ ପ୍ରଦର୍ଶନ କରିଥିଲେ। ବିଡିଓ ସୂରଜ ପଟ୍ଟନାୟକ, ବ୍ଲକ ସମାଜ ସୁରକ୍ଷା ଅଧିକାରୀ ନିଶା କେ , ଜିପିଇଓ କ୍ଷୀତିଶଚନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତି ରହି ପରିଚାଳନା କରି ଲୋକଙ୍କୁ ବୁଝାଇଥିଲେ।

The post ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ପାଇଁ ବାଲିଆରେ ମକଡ୍ରିଲ୍ first appeared on Sambad.

from ଜିଲ୍ଲା | Sambad https://ift.tt/3iS1UTx