
ଜୟପାଟଣା : ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳସେଚନର ଶୁଭାରମ୍ଭ ହୋଇଛି। ସୋମବାର ସକାଳ ୧୦ଟାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୁଚରଣ ମିଶ୍ର, ବାମ କେନାଲ୍ ନିର୍ବାହୀ ଯନ୍ତ୍ରୀ ଅଜିତ ପାତ୍ର, ଦକ୍ଷିଣ କେନାଲ୍ ନିର୍ବାହୀ ଯନ୍ତ୍ରୀ ରାଜକୁମାର ବେହେରା, ପିଏ ଅକ୍ଷୟ ଭୋଇ, ଇଂ ପ୍ରଣୟ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ରଘୁନାଥ ମୁଣ୍ଡା, ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୂଜାର୍ଚ୍ଚନା ପରେ ଉଭୟ ବାମ ଓ ଦକ୍ଷିଣ କେନାଲ୍ରେ ଯଥାକ୍ରମେ ୧୦ ଓ ୫ କ୍ୟୁମାକ୍ସ ପାଣି ଛଡ଼ା ଯାଇଥିଲା। ଖରିଫ ଜଳସେଚନ ୪ ମାସ ଧରି ଚାଲିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଆରମ୍ଭ
The post ଇନ୍ଦ୍ରାବତୀରୁ ଖରିଫ ଜଳସେଚନ first appeared on Sambad.from ଜିଲ୍ଲା | Sambad https://ift.tt/36jHvyY
0 Comments