ସମ୍ବଲପୁର : ଲଦାଖର ଖରଦୁଙ୍ଗ ଲା ପାହାଡ଼ର ଶୀର୍ଷରେ ଏକ ସାଇକଲ୍‌ରେ ପହଞ୍ଚିଛନ୍ତି ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ। ସାଇକଲ୍‌ରେ ୧୭,୯୮୨ ଫୁଟ୍‌ ଉଚ୍ଚକୁ ପହଞ୍ଚିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କାର୍ଯ୍ୟରତ ଡିଏଫ୍‌ଓ।

The post ଲଦାଖର ଶୀର୍ଷରେ ସମ୍ବଲପୁର ଡିଏଫ୍‌ଓ first appeared on Sambad.

from ଜିଲ୍ଲା | Sambad https://ift.tt/3kVjJlM