ହରଭଙ୍ଗା: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁରୁଣାକଟକ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସଲପ ଗାଁର ଶ୍ୱେତ ବଗର୍ତ୍ତି (୨୧), ଗୋଛାପଡ଼ା ଥାନା ବାକେପଙ୍ଗା ଗାଁର ଆଦମ ଦିଗାଲ (୩୧)। ଏମାନେ କାର୍‌ (ଓଡି୦୨ଇ୩୩୧୧)ରେ ୨୫ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲସ ଜବତ କରିଥିଲା।

The post ୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3niF21z