ଭବାନୀପାଟଣା : ମମିତା ହତ୍ୟା ଘଟଣାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ତରଫରୁ ଏସ୍‌ପି ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଅଧ୍ୟକ୍ଷତା କରିଥିଲେ। ପରମାନନ୍ଦ ମାଝୀ ମଞ୍ଚ ପରିଚାଳନା କରିଥିଲେ।

ଏଥିରେ ମହେନ୍ଦ୍ରୀ ସାହୁ, ଜୟଦେବ ନାୟକ, ସାଧନା ପ୍ରଧାନୀ, ବ୍ରଜ ସାହୁ, ସୁକାନ୍ତି ସରାଫ, ନରହରି ବାଗ, ମନ୍ଦାକିନୀ ବାଣୁଆ, ଶେଷଦେବ ମାଝୀ, ସରୋଜ ବାଗ, ତ୍ରିଲୋଚନ ପାଣିଗ୍ରାହୀ, ସୁରେଶ ଭଇଁସାଲ, ପ୍ରେମଲାଲ ସାଗର, ସନ୍ତୋଷ ପାଢ଼ୀ, ଫକିର ନାୟକ, ଧନୁର୍ଦ୍ଧର ଗହୀର, ସିଦ୍ଧାର୍ଥ ନାୟକ, ସନ୍ତୋଷ ପ୍ରଧାନ, ମାମା ପ୍ରଧାନ, ବସୁମତୀ ବାଗ, ମୋତି କୈବର୍ତ୍ତ, ଲିଙ୍ଗରାଜ ଯାଦବ, ପଞ୍ଚା ସାହୁ, ଜଗନ୍ନାଥ ନାଏକ, ସାଗର ପଟ୍ଟନାୟକ, ଯଜ୍ଞସେନୀ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ କଂଗ୍ରେସ କର୍ମୀଙ୍କୁ ଟାଉନ୍ ଥାନାରେ ଅଟକ ରଖିଥିଲା।

The post ମମିତା ମେହେର ହତ୍ୟା ମାମଲା: କାର୍ଯ୍ୟାନୁଷ୍ଠାନ ଦାବି ତେଜୁଛି, ଏସ୍‌ପି ଅଫିସ୍‌ ଆଗରେ କଂଗ୍ରେସର ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/30U18yn