ବୌଦ୍ଧ : ବୌଦ୍ଧ ବ୍ଲକ୍‌ ଗାଁସାଥୀ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ସୋମବାର ବି‌ଡିଓ ଦେବୀ ପ୍ରସାଦ ଦାଶଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ଅଖଣ୍ଡ ଭବସାଗର, ବ୍ଲକ୍‌ ସଭାପତି ରେମନ୍ତ ବାଘ, ସଂପାଦକ ଜ୍ଞାନ ରଞ୍ଜନ ବେହେରା, ଲିଙ୍ଗରାଜ ପ୍ରଧାନ, ସୁଦାମ ଚରଣ ମେହେର ପ୍ରମୁଖ ନେତୃତ୍ବ ନେଇଥିଲେ।

The post ଗାଁସାଥୀ ସଂଘର ବୌଦ୍ଧ ବିଡିଓଙ୍କୁ ଦାବିପତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3jC8BIJ