ଧର୍ମଶାଳା : ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମର ସେକ୍ ଅରସଦ୍‌ ଅଲ୍ଲୀଙ୍କ ପତ୍ନୀ ଆୟେସା ସିଦ୍ଦିକଙ୍କ ବାଇକଟିକୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛି। ଏ ସଂପର୍କରେ ସେ ଆଜି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଅଭିଯୁକ୍ତ ସଂପର୍କରେ ସୁରାକ୍ ପାଇନାହିଁ। ତାଙ୍କ ଘର ସାମ୍‌ନାରେ ଥିବା ବାଇକ୍‌ଟି ଥିଲା। ରାତି ପ୍ରାୟ ଗୋଟାଏରେ ଶବ୍ଦ ହେବାରୁ ପରିବାର ଲୋକେ ଉଠି ଦେଖିଲାବେଳକୁ ବାଇକ୍‌ଟି ଜଳୁଥିଲା।

The post ବାଇକ୍ ଜାଳିଦେଲା ଦୁର୍ବୃତ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3CEr8vO