ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ଚଢ଼ାଉ କରାଯାଇ ୯୭ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି।ଚିତ୍ରକୋଣ୍ଡା ବ୍ଲକ ର ଦୋରାଗୁଡା ପଞ୍ଚାୟତର ଆରଏସି-୫ ଗ୍ରାମ ନିକଟରେ ଥିବା ୬୫ ଏକର ଜମିରେ ପ୍ରାୟ ୯୭,୫୦୦ ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି।ଲଗାତାର ପୁଲିସ ଚିତ୍ରକୋଣ୍ଡା ଏବଂ ଅର୍କେଲ ଥାନା ଅଂଚଳରେ ଲଗାଯାଇଥିବା ଗଂଜେଇ ଗଛଗୁଡିକକୁ ନଷ୍ଟ କରିବାରେ ସଫଳ ହେଉଛନ୍ତି।
The post ୬୫ ଏକର ସରକାରୀ ଜମିରୁ ୯୭ ହଜାର ଗଞ୍ଜେଇ ଗଛ ନଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3wNhIvM