
ଝାରସୁଗୁଡ଼ା:ଝାରସୁଗୁଡ଼ା ବିଟିଏମ୍ ବାଇପାସ୍ ନିକଟରେ ଜଳିଗଲା ଟ୍ରକ୍। ଝାରସୁଗୁଡ଼ା- ସମ୍ବଲପୁର ରାସ୍ତାର ବିଟିଏମ୍ ବାଇପାସ୍ ଛକର ଅଳ୍ପ ଦୂରରେ ଅଟକି ରହିଥିଲା ଏକ ମାଲବାହୀ ଟ୍ରାକ୍।
ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଟ୍ରକଟି ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ପଥଚାରୀ ଏହା ଦେଖି ସଦର ଥାନା ଓ ଦମକଳବାହିନୀକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
The post ଝାରସୁଗୁଡ଼ା ବିଟିଏମ୍ ବାଇପାସ୍ ନିକଟରେ ଜଳିଗଲା ଟ୍ରକ୍ first appeared on Sambad.from ଜିଲ୍ଲା | Sambad https://ift.tt/3bNrX9q
0 Comments