
ବ୍ରହ୍ମପୁର : ଟୁଇଙ୍କିଲ୍ ଫ୍ୟାସନ୍ ଏକାଡେମି ତରଫରୁ ହିଲ୍ପାଟଣା ସଂସ୍କୃତି ଭବନରେ ମିସ୍ ଆଣ୍ଡ୍ ମିଷ୍ଟର୍ ଗଞ୍ଜାମ ଗ୍ରାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଅରବିନ୍ଦନଗର ବାସିନ୍ଦା ପ୍ରଦୀପ କୁମାର ମିଶ୍ର ଓ କବୟିତ୍ରୀ ସୌଦାମିନୀ ମିଶ୍ରଙ୍କ ଝିଅ ତନିଶା ମିଶ୍ର ଫାଇନାଲ୍ରେ ପ୍ରବେଶ କରି ମିସ୍ ଗଞ୍ଜାମ ମୁକୁଟ ହାସଲ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଜେଡି ନେତା ସୁବାସ ମହାରଣା, ମଡେଲ୍ ରାମେଶ୍ବରୀ ନନ୍ଦ ଯୋଗଦେଇ ତନିଶାଙ୍କୁ ପୁରସ୍କୃତ କରିଥିଲେ।
The post ମିସ୍ ଗଞ୍ଜାମ ମୁକୁଟ ହାସଲ କଲେ ତନିଶା first appeared on Sambad.from ଜିଲ୍ଲା | Sambad https://ift.tt/3HHP5oT
0 Comments