
କେନ୍ଦୁଝର : ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପରିବାରକୁ ଆଜି କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଆଜି ତାଙ୍କ ମା’ଙ୍କୁ ଏହି ଚେକ୍ ପ୍ରଦାନ କରାଯାଇଥିଲା। ସଂଘର କର୍ମକର୍ତ୍ତା ଏବଂ ସଦସ୍ୟମାନେ ଚେକ୍ ପ୍ରଦାନ କରିବା ସହ ତାଙ୍କ ପରିବାର ସହିତ ସର୍ବଦା ସଂଘ ରହିଛି ବୋଲି ଆଶ୍ବାସନା ଦେଇଛନ୍ତି।
The post ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ଟ୍ରକ ମାଲିକ ସଂଘର ସହାୟତା first appeared on Sambad.from ଜିଲ୍ଲା | Sambad https://ift.tt/3pDxw14
0 Comments