ଦେବଗଡ଼: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଯୋଗ ଦେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଦେବଗଡ଼କୁ ଫେରିବା ସମୟରେ ତିଳେଇବଣୀ ବ୍ଲକର କୁରଡ଼ ଗ୍ରାମ ନିକଟରେ ଏନ୍ଏଚ୍-୪୯ରେ ଗତକାଲି ରାତିରେ ତାଙ୍କର ଗାଡ଼ିକୁ ପଛରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। କିନ୍ତୁ ଗାଡ଼ିରେ ବସିଥିବା ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ଏହି ଅଘଟଣ ଗତକାଲି ରାତି ପ୍ରାୟ ଏଗାରଟା ବେଳେ ଘଟିଛିା

The post ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ first appeared on Sambad.



from ଜିଲ୍ଲା – Sambad https://ift.tt/36ABptS