ତିଗିରିଆ: କଟକ ଜିଲ୍ଲାର ତିଗିରିଆ ବ୍ଲକ୍ ଅନ୍ତର୍ଗତ ହାଟମାଳ ପଞ୍ଚାୟତର ସୁଣ୍ଠିପାଳ ଗ୍ରାମର ଦଧିବାମନଜୀଉ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଟଙ୍କା ଚୋରି ହୋଇଥିବା ମନ୍ଦିର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି। ସକାଳୁ ପହୁଡ଼ ଖୋଲିବା ସମୟରେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭଙ୍ଗା ହୋଇଥିବା ଓ ଠାକୁରଙ୍କ ସମସ୍ତ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇ ତିଗିରିଆ ଥାନା ପୁଲିସକୁ ଖବର ଦେଇଥିଲେ। 
Sambad
ଖବର ପାଇବା ମାତ୍ରେ ତିଗିରିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏ ନେଇ ତଦନ୍ତ ଆରମ୍ଭ କରିଛି।

The post ତିଗିରିଆ: ସୁଣ୍ଠିପାଳ ଦଧିବାମନଜୀଉ ମନ୍ଦିରରୁ ଚୋରି  first appeared on Sambad.



from ଜିଲ୍ଲା – Sambad https://ift.tt/3lX0WmQ