
କଟକ: ୨୦୧୮ର ବହୁଚର୍ଚ୍ଚିତ ବିଜେପି କର୍ମୀ ବିକାଶ ଜେନା ହତ୍ୟା ଘଟଣାରେ ଆଉ ଜଣେ ଗିରଫ ହୋଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ବାଳଙ୍କ ଘନିଷ୍ଠ ସହଯୋଗୀ ଚିତ୍ତରଞ୍ଜନ ବିଶ୍ଵାଳ। ତେବେ ସେ ୨୦୧୮ ମସିହା ବିକାଶ ଜେନା ହତ୍ୟା ଘଟଣା ପର ଠାରୁ ଫେରାର ଥିଲେ। ଗତକାଲି ରାତିରେ ଛତିଆରୁ ମାହାଙ୍ଗା ପୁଲିସ ଚିତ୍ତରଞ୍ଜନ ବିଶ୍ଵାଳଙ୍କୁ ଗିରଫ କରିଛି ମାହାଙ୍ଗା ପୁଲିସ।
ଏ ନେଇ ସୂଚନା ଦେଇଛନ୍ତି ମାହାଙ୍ଗା ପୁଲିସ। ମାହାଙ୍ଗା ଡବଲ ମର୍ଡର ପର ଠାରୁ ମାହାଙ୍ଗା ପୁଲିସ ଅଧିକ ସକ୍ରିୟ ହୋଇଥିବା କୁହାଯାଉଛି।
The post ବହୁଚର୍ଚ୍ଚିତ ବିଜେପି କର୍ମୀ ବିକାଶ ଜେନା ହତ୍ୟା ଘଟଣାରେ ଆଉ ଜଣେ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3r811ar
0 Comments