ଅନୁଗୁଳ: ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ବିନୋଦ କୁମାର ବେହେରା ନିଲମ୍ବିତ ହୋଇଛନ୍ତି। ତାଙ୍କ ନାମରେ ଚାକିରି ଦେବା ନାଁରେ ୫ ହଜାର ଟଙ୍କାର ଦଲାଲି ‌ଅଭିଯୋଗ ହୋଇଥିଲା। ସେ ଡିଲ କରୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପାଇବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

 

The post ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ first appeared on Sambad.



from ଜିଲ୍ଲା – Sambad https://ift.tt/3bRIZ7V