
ବେତନଟୀ: ମୟୂରଭଞ୍ଜ ଜିଲ୍ଲାର ଥାନା ପୁରୁଣାପାଣି ପଡ଼ିଆର ଲଟା ମଧ୍ୟରେ ଏକ ମୃତଦେହ ଠାବ ହୋଇଛି। କେହି ଜଣେ ଯୁବତୀଙ୍କୁ ଜାଳି ପୋଡ଼ି ଦେଇଛନ୍ତି। ତେବେ ଏଯାବତ୍ ମୃତକଙ୍କ ପରିଚୟ ମିଳିନାହଁ। ତାଙ୍କର ମୁଣ୍ଡ ଓ ଗୋଟିଏ ପାଖ ପୁରା ପୋଡ଼ିଯାଇଛି। ମୃତଦେହରୁ ମହିଳା କି ପୁରୁଷ ତାହା ଚିହ୍ନଟ ହେଉନାହଁ। ଘଟଣାସ୍ଥଳରେ ବେତନଟୀ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଜିଷ୍ଟ୍ରେଟ ଓ ସନ୍ଧାନୀ କୁକୁର ପାଇଁ ବେତନଟୀ ଥାନା ଆଇଆଇସି ଚିଠି ଲେଖିଛନ୍ତି।
The post ଦଗ୍ଧ ମୃତଦେହ ଠାବ first appeared on Sambad.
from ଜିଲ୍ଲା – Sambad https://ift.tt/2Oj2s7T
0 Comments