ବୟାଳିଶମୌଜା : ଚୋରାମଦ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ବୟାଳିଶମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଚୋରାମଦ ଚଢ଼ାଉ ବେଳେ ଏହି ଘଟଣା ଘଟିଛି। ଉକ୍ତ ଘଟଣାରେ ମଦ ବେପାରୀ କାଳିଆ ଓରଫ ସଞ୍ଜୟ ସ୍ଵାଇଁ(୪୫)ଙ୍କୁ ପୁଲିସ ଗିରଫ କରିବା ସହ ମଦ ଜବତ କରିଥିବା ଜଣାପଡ଼ିଛି। ଏ ନେଇ ଗିରଫ ସଞ୍ଜୟଙ୍କ ସାନଭାଇ ପ୍ରଦୀପଙ୍କ ନାମରେ ମାମଲା ରୁଜୁ କରାଯାଇଛି।

The post ଚଢ଼ାଉ ବେଳେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ : ଚୋରାମଦ ବେପାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3dgjAUh