କଟକ: ସୁନା ଠକେଇ ଗ୍ୟାଙ୍ଗର ପର୍ଦାଫାସ କଲା ପୁରୀଘାଟ ଥାନା ପୁଲିସ । ୮ଶହ ଗ୍ରାମର ସୁନା ବିସ୍କୁଟ ସହ ୨ ଲୁଟେରା ଗ୍ୟାଙ୍ଗ ଗିରଫ କରିଛି ପୁଲିସ। ଜବତ ସୁନା ବିସ୍କୁଟର ମୂଲ୍ୟ ୩୬ ଲକ୍ଷ ଟଙ୍କା।

Sambad

କିଛି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କ ସୁନା ବିସ୍କୁଟ ଚୋରି ଥାନାରେ ଅଭିଯୋଗ ହୋଇଥିବାବେଳେ ଆଜି ଏକ ସୁନା ଠକେଇ ଗ୍ୟାଙ୍ଗର ପର୍ଦାଫାସ କରିଛି କଟକ ପୁରୀଘାଟ ଥାନା ପୁଲିସ।

The post ବ୍ୟବସାୟୀଙ୍କ ଠାରୁ ଚୋରି ହୋଇଥିବା ସୁନା ବିସ୍କୁଟ ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ first appeared on Sambad.



from ଜିଲ୍ଲା – Sambad https://ift.tt/3ldSbGd