
ବାଲିଗୁଡ଼ା: ଟ୍ରାକ୍ଟର ସହ ଧକ୍କା ଖାଇଲା ବାଇକ। ଦୁର୍ଘଟଣାରରେ ବାଇକରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିିଛି। ବାଲିଗୁଡ଼ାର କଟପଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ବାଲିଗୁଡ଼ାରୁ ବାଇକ ଯୋଗେ ମୃତ ୩ଜଣ ଗେବାପଦରକୁ ଫେରୁଥିଲେ। ମୃତ ୩ଜଣଙ୍କ ଘର ଗେବାପଦର ଅଞ୍ଚଳରେ। ବାଇକରେ ଶଳା ଓ ଭିଣୋଇଙ୍କ ସମେତ ୩ଜଣ ଥିଲେ ବୋଲି ଜଣାପଡ଼ିଛି।
The post ବାଲିଗୁଡ଼ାର କଟପଡ଼ି ନିକଟରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ୩ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3nhX0iX
0 Comments