କଟକ: କଟକରେ ଗତକାଲିଠୁ ଘରୋଇ ହସ୍ପିଟାଲ୍‌ରେ ଟିକାକରଣ ଆରମ୍ଭ ହୋଇଥିଲା। ସହରର ୧୦ଟି ହସ୍ପିଟାଲକୁ ଏଥିପାଇଁ ଅନୁମତି ମିଳିଥିବା ବେଳେ ବୁଧବାର ଟିକାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ଥିଲା। ତେବେ ସହରରେ ବୁଧବାର ଟିକାକରଣ ବନ୍ଦ ରହିଛି।

ଯେଉଁମାନେ ବୁଧବାର ପାଇଁ ସ୍ଲଟ୍‌ ବୁକିଂ କରିଥିଲେ ସେମାନେ ପୂର୍ବ ନିର୍ଦ୍ଧାରିତ ଟିକା କେନ୍ଦ୍ରରେ ଆସନ୍ତା ୩୧ ତାରିଖ ଦିନ ଟିକା ନେଇପାରିବେ ବୋଲି ସିଏମ୍‌ସି କମିସନର୍‌ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

The post କଟକରେ ବୁଧବାର ଟିକାକରଣ ବନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/2QT7kCb