ରୁପ୍ରା : ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଦୁର୍ଗା କିନ୍ନର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅଧୀନ ସେବାକାରୀ କିନ୍ନର ସଂଘର ସଦସ୍ୟା ଦୁର୍ଗା କିନ୍ନର ଜାଣିବାକୁ ପାଇଲେ ଯେ ମଧୁପୁର ପଞ୍ଚାୟତ ଭାଳୁଚଞ୍ଚରା ଗ୍ରାମର ଜୟନ୍ତୀ ବାଇ (୭୫ ବର୍ଷ) ମଧୁମେହ ଓ  ଝାଡ଼ାବାନ୍ତିରେ ଆକାନ୍ତ ହୋଇ ଗୁରୁତର ଅବସ୍ଥାରେ ଭବାନୀପାଟଣାରେ ଚିକିତ୍ସିତ ହେଉଛନ୍ତି। ଜୟନ୍ତୀଙ୍କ ରକ୍ତ ଦରକାର ପଡ଼ୁଥିବା ଜାଣିବା ପରେ ଦୁର୍ଗା ରକ୍ତ ଦାନ କରିଥିଲେ।

The post ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଦୁର୍ଗା କିନ୍ନର first appeared on Sambad.

from ଜିଲ୍ଲା | Sambad https://ift.tt/35M1juS