
ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ନାଆଁରେ ନକଲି ଫେସବୁକ୍ ଆଇଡି ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବାର ଖବର ମିଳିଛି।
ଏନେଇ ନିଜେ ମନ୍ତ୍ରୀ ସମୀରରଞ୍ଜନ ଦାଶ ନିଜର ଫେସବୁକରେ ପୋଷ୍ଟ୍ କରି ଲେଖିଛନ୍ତି, କେହି ଜଣେ ଦୁର୍ବୃତ୍ତ ମୋ ନାମରେ ଫେକ୍ ଆଇଡି ଖୋଲି ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ସହିତ ଟଙ୍କା ମଧ୍ୟ ମାଗିବାର ଖବର ମୋ ପାଖକୁ ଆସୁଛି ଦୟାକରି ଏଥିରୁ ଦୁରେଇ ରୁହନ୍ତୁ।
The post ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନାଆଁରେ ନକଲି ଫେସବୁକ୍ ଆଇଡି first appeared on Sambad.from ଜିଲ୍ଲା | Sambad https://ift.tt/3zpeUWd
0 Comments