ସୋନପୁର : ବେଆଇନ କଫ୍ ସିରପ ବିକ୍ରି ଅଭିଯୋଗରେ ସୋନପୁର ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସୋନପୁର ବଡ଼ବଜାର ମାଲିପଡ଼ାର ଅନିଲ ପରୁଆ (୩୩)। ତା ଠାରୁ ୨୨ ବୋତଲ କଫ୍ ସିରପ, ୧ଟି ବାଇକ୍, ୫ଶହ ୫୦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରାଯାଇଛି।

The post ୨୨ ବୋଟଲ କଫ୍ ସିରପ୍‌ ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3u3yfKE