ମାଲକାନଗିରି: ମାଲକାନଗିରିରେ ପୁଲିସ ଡିଜି। ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି ଅଭୟ । ଏହି ଅବସରରେ ସେ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ପୁଲିସ ଗୁଳିରେ ନିପାତ ହୋଇଥିଲେ ୩ ମାଓବାଦୀ । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିଲେ । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ ହୋଇଥିଲା ।
ଗୁଇନ୍ଦା ସୁଚନା ଅନୁସାରେ ୨ଟି ଟିମ୍ ଉପରେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ । ମାଲକାନଗିରି ତୁଲସୀ ରିଜର୍ଭ ଫରେଷ୍ଟରେ ଗୁଳିବିନିମୟ ହୋଇଥିଲା ।
The post ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି first appeared on Sambad.from ଜିଲ୍ଲା | Sambad https://ift.tt/2YGeWeI
0 Comments