
ଆନନ୍ଦପୁର : ଆନନ୍ଦପୁର ଥାନା ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ଏକ ସମେଣ୍ଟ ବୋଝେଇ ୧୨ ଚକିଆ ଟ୍ରକ୍ ଓଲଟି ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ଶନିବାର ଅପରାହ୍ଣ ୪ଟାବେଳେ ସିମେଣ୍ଟ ବୋଝେଇ କରି ଠାକୁରମୁଣ୍ଡା ଆଡ଼ୁ ଆନନ୍ଦପୁରକୁ ଆସୁଥିବା ଏକ ଟ୍ରକ୍ ଗୋଡ଼ଭଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆହତ ଡ୍ରାଇଭର ଓ ହେଲପର୍ଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ।
The post ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ଟ୍ରକ୍ first appeared on Sambad.from ଜିଲ୍ଲା | Sambad https://ift.tt/3qhAeuS
0 Comments