
ବାଉଁଶୁଣି : ବାଉଁଶୁଣି ଥାନା ବିଜାପଦର ଜଙ୍ଗଲ ଅଞ୍ଚଳର ୧୨୩ ଏକର ୯୬ ଡେସିମିଲ ଜାଗାରେ ଚାଷ ହୋଇଥିବା ୧ଲକ୍ଷ ୨୩ ହଜାର ୯୬୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଡିଏସ୍ପି ବୌଦ୍ଧ ଧୀରେନ ସ୍ୱାଇଁ, ବାଉଁଶୁଣି ଥାନାଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ନେତୃତ୍ୱରେ ନଷ୍ଟ ହୋଇଛି। ବେଆଇନ ଗଞ୍ଜେଇ ଚାଷ କରିଥବା ଅଭିଯୋଗରେ ଜଡ଼ାପାଲ ଗ୍ରାମର ବିକ୍ରମ ସାହୁ, ଅଗସ୍ତି ମଲ୍ଲିକଙ୍କ ନାଁରେ ମାମଲା (୧୬୬/୨୧) ରୁଜୁ କରାଯାଇଛି।
The post ବନବିଭାଗ ଓ ପୁଲିସ ପକ୍ଷରୁ ବିଜାପଦର ଅଞ୍ଚଳରେ ୧୨୩ ଏକରର ଗଞ୍ଜେଇ ଚାଷ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3ErRgL5
0 Comments